Public App Logo
Jansamasya
Rahulgandhi
Haryana
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
Rajasthannews
���ोधपुर
Rahul
Indianews
No video available

ଭଦ୍ରକ ଗ୍ରାମାଞ୍ଚଳ: ଉତ୍ତରବାହା ଗ୍ରାମରେ ଶହୀଦ ତାପସ ମଲିକଙ୍କ ୧୯ ତମ ଶ୍ରାଦ୍ଧବାର୍ଷିକୀ ପାଳିତ

Bhadrak Rural, Bhadrak | Jul 20, 2024
ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ଅଧୀନ ଅଚକ ପଞ୍ଚାୟତ ଉତ୍ତରବାହା ଗ୍ରାମରେ ସହୀଦ ତାପସ ମଲିକଙ୍କର ୧୯ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ତିହିଡ଼ି ଯୁବମଞ୍ଚ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସହୀଦଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହୀଦ ତାପସଙ୍କ ପିତା ଅକ୍ଷୟ କୁମାର ମଲିକ, ଯୁବମଞ୍ଚର ସଭାପତି କୈଳାସ ବେହେରା, ସମ୍ପାଦକ ନିରଂଜନ ବାରିକ, ନୀଳମାଧବ ସେନାପତି, ସାକିରୁଦ୍ଦିନ ଖାଁ, ସୁରେଶ ନାୟକ ଓ ସୟଦ ରଫିକ୍ ପ୍ରମୁଖ ଉପସ୍ଥିତ ରହି ସହୀଦଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ ।