ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଓ ପୂର୍ବତନ ଛାତ୍ର ସମ୍ମିଳନୀ ଭବ୍ୟ ଭାବେ ପାଳିତପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ବୃନ୍ଦାବନ ବିହାର, ରେଢାଖୋଲ ର ରୌପ୍ୟ ଜୟନ୍ତୀ ଉତ୍ସବର ଶନିବାର ସଂଧ୍ୟାରେ ଉଦ୍ ଘାଟନ ସମାରୋହ ଓ ପୂର୍ବତନ ଛାତ୍ର ସମ୍ମିଳନୀ – “ଆବର୍ତ୍ତନ ୨୦୨୫–୨୬: ଯେଉଁଠାରୁ ସବୁକିଛି ଆରମ୍ଭ ହୋଇଥିଲା, ସେଠାକୁ ଫେରିଯାଅ” ଅତ୍ୟନ୍ତ ଭବ୍ୟ ଓ ଉତ୍ସାହଭରା ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଓଡ଼ିଶା ସରକାରଙ୍କ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ୨୫ ବର୍ଷର