ବଲାଙ୍ଗୀର: ନେପାଳର କାଠମାଣ୍ଡୁରେ ୱାର୍ଲ୍ଡ ପାୱାରଲିଫ୍ଟିଂ ଚ୍ୟାମ୍ପିୟନସିପରେ ସୁନା ପଦକ ଜିତି ବରପାଲି ପଡାରେ ପ୍ରତିକ୍ରିୟା ରଖିଲେ ଦିବ୍ୟାଙ୍ଗ ବଵଲୁମିଶ୍ର
Balangir, Balangir | Aug 23, 2025
ଚମକିଲେ_ବଲାଙ୍ଗିରର_ବବଲୁ ପାୱାରଲିଫ୍ଟିଂରେ କମାଲ କରିଛନ୍ତି ବଲାଙ୍ଗିର ସହର ବରପାଲି ପଡାର ବବଲୁ ମିଶ୍ର । ନେପାଳର କାଠାମାଣ୍ଡୁ ଠାରେ ଅନୁଷ୍ଠିତ...