ସୋନପୁର: ଟିକ୍ରାପଡ଼ାରେ ବିରାମହରାଜପୁର ବନାଞ୍ଚଳ ପକ୍ଷରୁ ଏକ ପେଡ ମାଁ କି ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗ ଦେଲେ ସହକାରୀ ବନ ସଂରକ୍ଷକ
ସୂଚନା ଅନୁସାରେ ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75 ତମ ଜନ୍ମ ଦିନ ଏବଂ ଏହି ଦିନକୁ ମାଁ ମାଟି ପାଇଁ ଉଷର୍ଗୀକୃତ କରି ରାଜ୍ୟ ସରକାରଙ୍କ ପକ୍ଷରୁ ସେବା ପକ୍ଷ ଭାବରେ ପାଳନ କରାଯାଉଛି l ଏହି କ୍ରମରେ ସେବା ପକ୍ଷର ପ୍ରଥମ ଦିନରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସ୍ଥିତ ବିରାମହରାଜପୁର ବନାଞ୍ଚଳ ପକ୍ଷରୁ ଟିକ୍ରାପଡା ସ୍ଥିତ ସୁବଳ ଗିରିରେ ଏକ ପେଡ ମାଁ କି ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଧାରା ପୃଷ୍ଟକୁ ସବୁଜ ସୁନ୍ଦର କରିବା ସହ