ଜୟପୁର: ବୈପାରୀଗୁଡା ଅଞ୍ଚଳର ଗଞ୍ଜେଇ ମାଫିଆକୁ ହରିଆଣା ପୋଲିସ ଗିରଫ କରି ଜୟପୁର କୋର୍ଟରେ ହାଜର ପରେ ହରିଆଣା ନେଇଥିବା ସୂଚନା
Jeypore, Koraput | Aug 13, 2025
କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଞ୍ଚଳର ଜଣେ ଗଞ୍ଜେଇ ମାଫିଆକୁ ଜିଲ୍ଲା ପୁଲିସ ସହାୟତାରେ ହରିଆଣା ରାଜ୍ୟର ପୁଲିସ ଗିରଫ କରି ଆଜି ଅପରାହ୍ନ 4...