ବ୍ରହ୍ମପୁର ସ୍ଥିତ ଗଞ୍ଜାମ କଳା ପରିଷଦ ଠାରେ ଲଳିତା କଲଚୁରାଲ ଏକାଡେମୀ ତରଫରୁ ଘୁଙ୍ଗୁରୁ ମହୋତ୍ସବ ୨୦୨୫ ଆୟୋଜିତ ହୋଇଯାଇଛି । ହାଉସିଂଙ୍ଗ ବୋର୍ଡ କଲୋନୀ ଜଗନ୍ନାଥ ବିହାର ସ୍ଥିତ ଲଳିତା କଲ୍ଚରାଲ ଏକାଡେମୀ ତରଫରୁ ଏପରି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ସଂଧ୍ୟାରେ ମୁଖ୍ୟ ଅତିଥି ରୂପେ ବିଧାୟକ କେ.ଅନିଲ କୁମାର ଯୋଗ ଦେଇଥିଲେ ।