ଝାରସୁଗୁଡା: ଲଇକେରା ଅଞ୍ଚଳରେ ବାଘ ପାଦ ଚିହ୍ନ ଥିବା ନେଇ ଭୟର ବାତାବରଣ ସୃଷ୍ଟି, ସତ୍ୟାସତ୍ୟ ଅନୁଧ୍ୟାନ କଲା ବନ ବିଭାଗ
Jharsuguda, Jharsuguda | Aug 18, 2025
ଲଇକେରା ଅଞ୍ଚଳ ରେ ବାଘ ପାଦ ଚିହ୍ନ ରହିଥିବା ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ଲଇକେରା ବ୍ଲକ ରେ ବାଘ ର ପାଦ ଚିହ୍ନ...