ସୁକିନ୍ଦା: କାଙ୍କଡ଼ପାଳରେ ସ୍ବର୍ଗତ ଧନେଶ୍ୱର ପ୍ରଧାନଙ୍କ ଏକାଦଶାହରେ ଯୋଗଦେଲେ ବହୁ ଜନପ୍ରତିନିଧି
Sukinda, Jajpur | Sep 15, 2025 ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଙ୍କଡ଼ପାଳ ଗ୍ରାମପଞ୍ଚାୟତର ସ୍ବର୍ଗତ ଧନେଶ୍ୱର ପ୍ରଧାନଙ୍କ ଏକାଦଶାହରେ ଯାଜପୁର ଜିଲ୍ଲାର ପୂର୍ବତ୍ତନ ସାଂସଦ ଶର୍ମିଷ୍ଠା ସେଠୀ , ଜିଲ୍ଲା ପରିଷଦ ଜେମା ଚାଖି ଙ୍କ ସହିତ ଅନେକ ଜନ ପ୍ରତିନିଧି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିବା ସୋମବାର ଅପରାହ୍ନ 4 ଘଟିକା ସମୟରେ ଦେଖିବାକୁ ମିଳିଛି ।