ନର୍ଲା: ଭନ୍ ପୁର ଗ୍ରାମର ଫିରୋଜ୍ ପୁଟେଲ ଙ୍କ ମୋବାଇଲ୍ ଫୋନ୍ ହଜିଯାଇଥିବା ଘଟଣା ଆଜି ଥାନାରେ ଅଭିଯୋଗ
ଅଭିଯୋଗ ମୁତାବକ ଗତ କିଛି ଦିନ ତଳେ ନର୍ଲା ଥାନା ଅନ୍ତର୍ଗତ ଭାନପୁର ଗ୍ରାମର ଫିରୋଜ ପୁତେଲ ଙ୍କ ବ୍ୟବହୃତ ମୋବାଇଲ୍ ଫୋନ୍ ବ୍ୟସ୍ତତା ଭିତରେ ହଜିଯାଇଥିବା ଘଟଣା କୁ ନେଇ ଆଜି ବୁଧବାର ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି