ଆଜି ମଧ୍ୟାହ୍ନ 12 ଟା ରେ ପୋଡାପୋଡା ଠାରେ ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୮ ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେଲେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା। ଏନେଇ ବିଧାୟକ କହିଛନ୍ତି ଶ୍ରୀ ଶ୍ରୀ ଠାକୁର ଅନୁକୁଲଚନ୍ଦ୍ରଙ୍କ ଆକାଂକ୍ଷା ଜୀବନ ଏବଂ ବଳିଷ୍ଠ ଚିନ୍ତାଧାରା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା l ଏହି ଅବସରରେ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରି ନିଜ ସେବା ପ୍ରଦାନ କରିଥିଲେ ବିଧାୟକ।