ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ଅନ୍ତର୍ଗତ ସାଗଜୁରୀ ଗ୍ରାମର ସଂଜିତ ମୁଣ୍ଡା ନାମକ ଜଣେ ଯୁବକ ଧାନ କଟା କାମ ସାରି କିସରନଗରରୁ କାର ଯୋଗେ ଫେରୁଥିଲେ l ଦୁର୍ଦୁରାରୁ ଡୁଲେଶ୍ୱର ମଧ୍ୟରେ ତାଙ୍କୁ ପରିସ୍ରା ଲାଗିବାରୁ ଗାଡ଼ିରୁ ଓଲ୍ହାଇ ପରିସ୍ରା କରୁଥିବା ସମୟରେ ସୁବଳୟା ପଟୁ ଯାଉଥିବା ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ମାରିଥିଲା l ଘଟଣା ପରେ ଗାଡ଼ିରେ ଥିବା ଅନ୍ୟ ମାନେ ତାଙ୍କୁ ଚିକିତ