ଝାରସୁଗୁଡା: ୮ ଦଫା ଦାବି ନେଇ ଆଜି ଲଖନପୁର ବ୍ଲକ କୃଷକ ସଙ୍ଗଠନ ସମନ୍ମୟ ସମିତି ପକ୍ଷରୁ ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
୮ ଦଫା ଦାବି ନେଇ ଆଜି ଲଖନପୁର ବ୍ଲକ କୃଷକ ସଙ୍ଗଠନ ସମନ୍ମୟ ସମିତି ପକ୍ଷରୁ ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଲଖନପୁର ବ୍ଲକ ର ସମସ୍ତ ଅଂଚଳ ରୁ ଚାଷୀ ମାନେ ଏକତ୍ରିତ ହୋଇ ଆଜି ସକାଳେ ଲଖନପୁର ବଜାର ରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଛନ୍ତି l ଏହାପରେ ତାହାସଲି ଅଫିସ ସମ୍ମୁଖରେ ଆଜି ପୂର୍ବାହ୍ନ ୧୧ ଟା ୩୦ ରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଚାଷୀ ମାନଂକୁ ସ୍ୱାଭିମାନ ଓ ସମ୍ମାନ ର ସହ ଧାନ ବିକ୍ରି ବ୍ୟବସ୍ଥା, ଟୋକନ ବ୍ୟବସ୍ଥା ଉଛେଦ କରି ସମସ୍ତ ଉତ୍ପାଦିତ ଧାନ କୁ ସରକାର ତୁରନ୍ତ ମାର୍କେଟ ୟାର୍ଡ଼ ରେ କ୍ରୟ କ