ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ"ଜନ ମଙ୍ଗଳ" ରାସୋଳ ସଂଗଠନ ତରଫରୁ କଟକ ଜିଲ୍ଲା,ସାଲେପୁର ବ୍ଲକ୍,ଶୁଦ୍ଧ ଖଣ୍ଡ ପଞ୍ଚାୟତ,ପାଣିମାଣ୍ଡୋ ଗ୍ରାମର ଆଦିବାସୀ ସଂପ୍ରଦାୟ ମୁଣ୍ଡା ବସ୍ତି ରେ ପ୍ରାୟ ତିରିଶ ଟି ପରିବାରକୁ ବ୍ୟବହାର ଯୋଗ୍ୟ ବସ୍ତ୍ର,ନୂତନ ବସ୍ତ୍ର,ଶୀତ ବସ୍ତ୍ର,ସ୍କୁଲ ବ୍ୟାଗ୍,ମହିଳା ମାନଙ୍କ ପାଇଁ ପ୍ରସାଧନ ସାମଗ୍ରୀ ତଥା ବିସ୍କୁଟ,ହଳଦୀ ଗୁଣ୍ଡ ,ଲଙ୍କା ଗୁଣ୍ଡ ପାକେଟ ଆଦି ବଣ୍ଟନ ପୂର୍ବକ ପ୍ରତ୍ୟେକଟି ଗରିବ ପରିବାର ମୁହଁରେ ହସ ଫୁଟାଇବା ପାଇଁ ସଫଳ ପ୍ରୟାସ କରା ଯାଇଥିଲା। ଆଜିର ଏହି ସେବା କର୍ମ ଜନ ମଙ୍ଗଳ