ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ଏନଏସି ପକ୍ଷରୁ ସ୍ମାର୍ଟ ପାର୍କ ପରିଦର୍ଶନ କରିଛନ୍ତି ଅଧ୍ୟକ୍ଷ ଓ ଏନଏସିର ମୁଖ୍ୟ ଅଧିକାରୀ ।
ଗଂଜାମ ଜିଲ୍ଲା ଦିଗପହଣ୍ଡି ଏନଏସି ପକ୍ଷରୁ ସ୍ମାର୍ଟ ପାର୍କ ପରିଦର୍ଶନ କରିଛନ୍ତି ଅଧ୍ୟକ୍ଷ ଓ ଏନଏସିର ମୁଖ୍ୟ ଅଧିକାରୀ । ଅ।ଜି ଦିନ 3 ଘଣ୍ଟ ସମୟରେ ଦିଗପହଣ୍ଡି ଏନଏସିର ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ଓ ଏନଏସିର ମୁଖ୍ୟ ଅଧିକାରୀ ପାର୍କ ପରିଦର୍ଶନ କରିବା ସହ ଏହାର ଉନ୍ନତ କରଣ ସାଙ୍ଗକୁ ନୂତନ କରଣ ଉପରେ ଅ।ଲୋକପାତ କରିଥିଲେ । ଏହି ପରିଦର୍ଶନ ସମୟରେ ସ୍ତାନିୟ କାଉଁସିଲର ମଧ୍ୟ ଉପସ୍ତିତ ଥିଲେ ।