ବେଗୁନିଆ: ଗୋବିନ୍ଦପୁର ଆଦିବାସୀ ସାହିର ସଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଲେ ସ୍ଥାନୀୟ ବିଧାୟକ
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଅନ୍ତର୍ଗତ ବଡ଼ବେରଣା ଗ୍ରାମପଞ୍ଚାୟତ ଅଧିନସ୍ଥ ଗୋବିନ୍ଦପୁର ଆଦିବାସୀ ସାହିର ଯୁବ କଳାକାର ମାନଙ୍କ ଦ୍ବାରା ଆୟୋଜିତସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଲେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ। ଡ୍ରାମା ପରିବେଷଣ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମସ୍ତ ଯୁବ ପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ସହ ସାଧୁବାଦ ଜଣାଇଥିଲେ ବିଧାୟକ।