ବାଲିଗୁଡା: ବାଲିଗୁଡା ହାଇସ୍କୁଲ ଠରେ ବିଳମ୍ବିତ ରାତିରେ ଚୋରି,
ବାଲିଗୁଡା ହାଇସ୍କୁଲ ଠରେ ବିଳମ୍ବିତ ରାତିରେ ଚରି, ତେବେ ସମବାର ସକାଳ 9ଘଣ୍ଟିକାସମୟରେ ବିଦ୍ୟାଳୟ ଖୁଲିବା ପରେ ଏହା ଜଣା ପଡିଥିବା ବେଳେ ତାଲା ଭାଙ୍ଗି କିଛି ମୁଲ୍ୟବାନ ସାମାନ ଚରି ହଈଛି ବଲି ସୁଚନା ମିଳିଛି, ତେବେ ଏହି ଚରି ରୁ ଯାହା ଜଣା ପଡିଛି ଏହା ବଡ ଚର ହଇନଥିଲେ ମଧ୍ୟ ସିନ୍ଧି ଚୋର ବାଲିଗୁଡା ଅଞ୍ଚଳରେ ମାତିଥିବା ନେଇ ସୁଚନା ମିଳିଛି, ଏହାକୁ ନେଇ ବାଲିଗୁଡା ଥାନା ରେ ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଛି