ବୀରମହାରାଜପୁର: ରାଧାନଗର ସ୍ଥିତ କଲ୍ୟାଣ ମଣ୍ଡପ ପ୍ରକଳ୍ପର ଶୁଭ ଉଦଘାଟିତ, ଯୋଗଦେଲେ ବିଧାୟକ
Biramaharajpur, Subarnapur (Sonepur) | Sep 12, 2025
ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ରାଧାନଗର ସ୍ଥିତ କଲ୍ୟାଣ ମଣ୍ଡପ ପ୍ରକଳ୍ପର ଶୁଭ ଉଦଘାଟିତ ଆଜି ପୂର୍ବାହ୍ନ ପ୍ରାୟ 11ଟାରେ ହୋଇଯାଇଛି l ଏହି ଉତ୍ସବକୁ...