ତାଳଚେର ସଦର: ତାଳଚେର ରାଣୀପାର୍କ ଏବଂ କଣ୍ଢାଳ ଅଞ୍ଚଳରୁ ବ୍ରାଉନ ସୁଗାର ଜବତ ଚାରି ଗିରଫ
ତାଳଚେର ପୋଲିସ ରାଣୀପାର୍କ ଏବଂ କଣ୍ଢାଳ ଅଞ୍ଚଳରେ ଚଢ଼ାଉ କରି ସେମାନଙ୍କ ନିକଟରୁ ପ୍ରାୟ ଅଢେଇ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଚାରିଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ତାଳଚେର ଥାନା ଅଧିକାରୀ ରବିବାର ଅପରାହ୍ନ ୪ ଘଟିକା ସମୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।