ବରଗଡ଼ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆସନ୍ତାକାଲି ଅଗ୍ରଗାମୀ ଯୁବକ ସଂଘ ଠାରେ ଅପରାହ୍ନ ୪ ଘଣ୍ଟା ସମୟରେ ଅନୁଷ୍ଠିତ ହେବ ନ୍ୟାସନାଲ ଏୱେରନେସ କେମ୍ପନିଙ୍ଗ ଅଫ ଅନକ୍ଳେମ୍ଡ଼ ଏସେଟ୍ସ | ତେବେ ଏନେଇ ବରଗଡର SBI ଲିଡ ବ୍ୟାଙ୍କର ଚିଫ ମ୍ୟାନେଜର ନିଜ କାର୍ଯ୍ୟାଳୟରେ ଗୁରୁବାର ଅପରାହ୍ନ ୩ ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି | ଅନେକ ଲୋକଙ୍କ ସମ୍ପତ୍ତି ବ୍ୟାଙ୍କରେ ପଡ଼ିରହିଛି ଯାହାର କେହି ଦାବିଦାର ଦୀର୍ଘ ବର୍ଷରୁ ଆସୁନଥିବାରୁ ସେସବୁ ଅର୍ଥ ବା ସମ୍ପତ୍ତି RBI ପାଖରେ ଜମା ହୋଇରହିଛି ।