ପବିତ୍ର ଗୋବର୍ଦ୍ଧନ ଉଛବ ଜି ଉଦୟଗିରିର ଜଗନ୍ନାଥ ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଜି ଉଦୟଗିରି ଜଗନ୍ନାଥ ମନ୍ଦିର ରେ ଆଳତୀ ସମର୍ପଣ ସହ ଏକ ଗାଈ କୁ ପୁଜା କରାଯାଇଥିଲା।ଏହା ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ହଜାର ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ।ପରିଚାଳନା କମିଟି ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ମିଳିଅଛି।