ବିଜେପୁର: କଟାବାହାଲ ରେ ବିକାଶ ବାହନ କୁ ଭବ୍ୟ ସ୍ଵାଗତ
ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ୍ କଟାବାହାଲ ପଞ୍ଚାୟତ କାର୍ଯ୍ୟାଳୟ ରେ ରାଜ୍ଯ ସରକାର ଓ କେନ୍ଦ୍ର ସରକାର ର ଲୋକାଭିମୁଖୀ ଯୋଜନାର ସଫଳତା ର ସଚେତନତା ବାର୍ତ୍ତା ବାଣ୍ଟୁଥିବା ବିକାଶ ବାହନ ରଥ କୁ ଆଜି ସନ୍ଧ୍ୟା 5ଟା 30 ମିନିଟ ପାଖା ପାଖି ସମୟରେ ଭବ୍ୟ ସ୍ଵାଗତ କରାଯାଇଥିଲା।