ରାଇଘର: ନାଳରେ ବୁଡ଼ି ୬୨ ବର୍ଷୀୟ ବୃଦ୍ଧ ଙ୍କ ମୃତ୍ୟୁ
ନାଳରେ ବୁଡ଼ି ୬୨ ବର୍ଷୀୟ ବୃଦ୍ଧ ଙ୍କ ମୃତ୍ୟୁ ଆଜି ଗୁରୁବାର ୯ ଘଟିକା ସମୟରେ ରାଇଘର ବ୍ଲକ ତୁରୁଡି ପଞ୍ଚାୟତ ଆମାପାରା ନାଳରେ ଜଣେ ବୃଦ୍ଧ ପାଣିରେ ବୁଡି ମୃତ ହୋଇଥିବା ଦେଖିବାକୁ ମିଳିଛି |ପ୍ରାପ୍ତ ସୂଚନା ଅନୁଯାୟୀ ବୃଦ୍ଧ ଜଣକ ଜୋଡଜଙ୍ଗା ଆଦିବାସୀ ଗ୍ରାମର ଚମରା ଗଣ୍ଡ ଏବଂ ସେ ତୁରୁଡି ଆମାପାରା ଗ୍ରାମର ନିଜ ବନ୍ଧୁ ଘରକୁ ବୁଲିବାକୁ ଆସିଥିଲେ |ଦୁଇଦିନ ତଳେ ବନ୍ଧୁ ଘରୁ ବାହାରି ଥିଲେ ହେଲେ ଘରକୁ ଫେରି ନଥିଲେ |ଆଜି ସକାଳେ ଗ୍ରାମର ଲୋକେ ନାଳରେ ଶବ ଭାସିବା ଦେଖି କୁନ୍ଦେଇ ପୋଲିସ କୁ ଖବର ଦେଇଥିଲେ।ଘଟଣାସ୍ଥଳରେ କୁନ୍ଦେଇ ପୋଲିସ ପହଞ୍ଚି ନାଳରୁ ଶବ ଉଦ୍ଧାର କରି ବ୍ୟାବଚ୍ଛେଦ ପାଇଁ