ନର୍ଲା: ମୁଡ଼ିଂଙ୍ଗ ଗ୍ରାମ ନିକଟରେ ଗୋ ଚାଲାଣ ବେଳେ ମୋଟର ସାଇକେଲ ଉପରକୁ ଚଢ଼ିଗଲା ଗୋରୁ ଅଳ୍ପକେ ବାର୍ତିଲେ ବାପ ଝିଅ।
ନର୍ଲା ବ୍ଳକ୍ ମୁଡ଼ିଂ ଙ୍ଗ ଗ୍ରାମ ନିକଟରେ ଆଜି ଗୁରୁବାର ଦିନ ଅପରାହ୍ନ ଚାରିଟା ସମୟରେ ଗୋ ଚାଲାଣ କରୁଥିବା ବେଳେ ମୋଟର ସାଇକେଲ ଯୋଗେ ବାପ ଝିଅ ବସି ଗାଁ କୁ ଫେରୁଥିବା ବେଳେ ଗୋରୁ ମୋଟର ସାଇକେଲ ଉପରକୁ ଚଢ଼ିଗଲା ମୋଟର ସାଇକେଲ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଉକ୍ତ ଦୁର୍ଘଟଣା ରେ ଅଳ୍ପକେ ବର୍ତିଲେ ବାପ ଝିଅ ଘଟଣା କୁ ନେଇ ଗାଁ ଲୋକେ ଗୋରୁ ସହ ଗୋ ଚାଲାଣ କରିଥିବା ବ୍ୟକ୍ତି ଙ୍କୁ ଅଟକ ରଖି ପୋଲିସ କୁ ଖବର ଦେଇଥିବା ସୂଚନା ମିଳିଛି