ଖଲ୍ଲିକୋଟ୍: ବାଉଁଶିଆପଲ୍ଲୀ ଗ୍ରାମରେ ବିଷାକ୍ତ ସାପ କାମୁଡାରେ ରଜନୀ ଦାସଙ୍କ ମୃତ୍ୟୁ ଘଟଣା; ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ସହାୟତା ପ୍ରଦାନ
Khalikote, Ganjam | Sep 11, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିକିଲି ପଞ୍ଚାୟତର ବାଉଁଶିଆପଲ୍ଲି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ବିଷାକ୍ତ ଚିତି ସାପ କାମୁଡ଼ାରେ ଆଇ ଓ...