ହିନ୍ଦୋଳ: ଇଡକୋକୁ ଜମି ଦେବୁନାହିଁ, ଚିଲତଇଲା ଗ୍ରାମବାସୀଙ୍କ ପ୍ରତିକ୍ରିୟାରେ ପ୍ରକାଶ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଗଣ୍ଡାନାଳୀ ଗ୍ରାମ ପଞ୍ଚାୟତ ଚିଲତଇଲା ମୌଜାରୁ ଇଡକୋ ଜମି ନେବାପାଇଁ ନୋଟିସ କରିଥିବା ବେଳେ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆଜି ଦିନ ୧ଟାରେ ପ୍ରତିକ୍ରିୟାରେ କ୍ଷୋଭ ପ୍ରକାଶ କରିଛନ୍ତି।