ନବରଙ୍ଗପୁର ପୋଲିସ ଷ୍ଟେସନ: ଘଟରଲିଆ ଗୁଡା ଓ ପାତ୍ରପୁଟ ଗ୍ରାମ ଠାରେ ଅନୁଷ୍ଠିତ ମାଗଜଲକ୍ଷ୍ମୀଙ୍କ ପୂଜା ରେ ଯୋଗଦେଲେ ନବରଙ୍ଗପୁର ପୂର୍ବତନ ବିଧାୟକ
ପୃଷ୍ଟରେ ଅବତାରଣା କରିଛନ୍ତି ଧନର ଦେବତା ମା ଗଜଲକ୍ଷ୍ମୀ, ମା ଙ୍କ ଆଗମନ ନେଇ ପୁର ପଲି ଠୁ ଆରମ୍ଭ କରି ସହର ଯାହେଁ ଏଥି ପାହିଁ ଚଳ ଚଞ୍ଚଳ l ସବୁ ଅଢେ ଭକ୍ତ ମା ଲକ୍ଷ୍ମୀଙ୍କ ଆରୋଧାନରେ ନିମଗ୍ନ l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁର ବ୍ଲକ ର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଧୁମ ଧାମ ରେ ଅନୁଷ୍ଠିତ ହୋଇଯାଇଛି l ନବରଙ୍ଗପୁର ଜିଲ୍ଲାର ଘଟରଲିଆ ଗୁଡା ଓ ପାତ୍ରପୁଟ ଗ୍ରାମ ଠାରେ ଅନୁଷ୍ଠିତ ମାଗଜଲକ୍ଷ୍ମୀଙ୍କ ପୂଜା ରେ ଯୋଗଦେଲେ ନବରଙ୍ଗପୁର ପୂର୍ବତନ ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ l