ଜାନୁଆରୀ ୧୨ ତାରିଖ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମଙ୍ଗଳଭବନ ସ୍ଥିତ ଅରଜିନାଲ ପାୱାର କ୍ଲବ ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦ ଜନ୍ମଜୟନ୍ତୀ ଉପଲକ୍ଷେ ଆସନ୍ତା ଜାନୁଆରୀ ୧୮ ତାରିଖ ସକାଳ ୧୧ଟାରେ ଉଦିତନାଗର ଫିଟନେସ ପାର୍କଠାରେ ସମସ୍ତ ବୟସ ଶ୍ରେଣୀର ଲୋକଙ୍କ ପାଇଁ ସ୍କିପିଂ ଖେଳ ସ୍କିପିଂ ଖେଳ ଅର୍ଥାତ ରସି ଡିଆଁ ଖେଳ ପ୍ରତିଯୋଗିତା ଆୟୋଜିତ କରାଯାଇଛି, ଏହି ଅବସରରେ ଅରଜିନାଲ ପାୱାର କ୍ଲବର ଓ.ପି.ସିଂ ବକ୍ତବ୍ୟରେ କହିଲେ ରସିଡିଆଁ ଖେଳ ସମୟାନୁକ୍ରମେ ଲୁପ୍ତ ହୋଇଯାଉଛି, ଅତୀତରେ ଏହି ରଶିଡିଆଁ ଖେଳର ବହୁଳ ପରିମାଣରେ ଖେଳାଯାଉଥିଲା