ରାୟଗଡା: ଜିଲ୍ଲାପାଳ କାର୍ଯ୍ୟଳୟକୁ ଯାଇ ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ୧୯ ଜଣ କାଉନସିଲର ଆଣିଲେ ଅନାସ୍ଥା ପ୍ରସ୍ତାବ
Rayagada, Rayagada | Sep 12, 2025
ରାୟଗଡ଼ା ବିଜେଡି ଦଳର ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଏନ୍ ଭାସ୍କର ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା ବିଜେଡି ଛାଡ଼ିବା ପରେ...