ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ନିଖୋଜ କିମ୍ବା ମାନସିକ ଅସୁସ୍ଥ ଥିବା ଵ୍ୟକ୍ତିଙ୍କୁ ସେମାନଙ୍କ ପରିବାର ନିକଟକୁ ପହଞ୍ଚାଇବା ପାଇଁ ନିଆଯାଉଛି ଅନନ୍ୟ ପଦକ୍ଷେପ। ତେବେ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ନିଖୋଜ,ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଖୋଜି ଚିହ୍ନଟ କରାଯାଉଛି ଏବଂ ସେମାନଙ୍କ ଚିକିତ୍ସା କରାଯାଉଛି। ସେମାନେ ସୁସ୍ଥ ହେଲା ପରେ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରାଯାଇ ଘରକୁ ପଠାଯାଉଛି। ଏପରି ଏକ ଅଭିନବ ପଦକ୍ଷେପ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସମାଜସେବୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଭାବରେ ଆଜି ସନ୍ଧ୍ୟା ସାଢ଼େ ସାତଟା ସମୟରେ ୧୨