ବାଲିକୁଦା: ଶୋଭା ଗ୍ରାମ ନିକଟରେ ବାଇକ ଦୃଘଟଣା ଚାଳକ ଆହତ ମେଡିକାଲ ରେ ଭର୍ତ୍ତି
ଆଜି ଦିନ ୩ ଟା ବେଳେ ଶୋଭା ଗ୍ରାମ ନିକଟରେ ଏକ ବାଇକ ଭାରସ୍ୟମ ହରାଇ ଗଛ ରେ ପିଟି ହୋଇଯାଥିଲା l ଆଉ ଚାଳକ ଆହତ ହୋଇଥିଲେ, ଚାଳକ ଜଣଙ୍କ ବାଲିକୁଦା ଅଞ୍ଚଳ ର ଏକ ଘରୋଇ ଅର୍ଥ ଲଗାଣ ସଂସ୍ଥା ର କର୍ମୀ ବୋଲି ଜଣା ପଡ଼ିଥିବା ବେଳେ କିନ୍ତୁ ତାଙ୍କ ନାମ ଜଣା ପଡ଼ିନାହିଁ l ସ୍ଥାନୀୟ ଲୋକମାନେ ଉଦ୍ଧାର କରି ମେଡିକାଲ ପଠାଇ ଥିବା ସୂଚନା ଅଛି l