ନର୍ଲା: ନର୍ଲା ସ୍ଥିତ ପଂଚାୟତ ରାସ୍ତା ନିର୍ମାଣ କାର୍ଯ୍ୟ କେବେ? ସାଧାରଣରେ ପ୍ରତିକ୍ରିୟା #janasamasya ଖବର
ଆଜକୁ ଦୀର୍ଘ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ନର୍ଲା ପଂଚାୟତ ରାସ୍ତା ଯାହାକି ଯୁକ୍ତ ଦୁଇ ,ଯୁକ୍ତ ତିନି କଲେଜ କୁ ସଂଯୋଗ କରୁଛି ଉକ୍ତ ରାସ୍ତା ଟି ଖାଲ ଢିପ ଖଣ୍ଡିଆ ଦମନିୟ ଥିବାରୁ ରାସ୍ତାରେ ଯାତାୟାତ କରୁଥିବା ଛାତ୍ର ଛାତ୍ରୀ ସଧାରଣ ଜନତା ଦୁର୍ଘଟଣା ଗ୍ରସ୍ତ ହେଉଥିବା ଦେଖିବକୁ ମିଳିଛି ଏ ନେଇ ସରପଞ୍ଚ କମ୍ ଦିନ ମଧ୍ୟରେ କାର୍ଯ୍ଯ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଆସନ୍ତୁ ଶୁଣିବା ସଧାରଣ ଙ୍କ ପ୍ରତିକ୍ରିୟା