ଆଜି ଝାରସୁଗୁଡ଼ା ଜିଲ୍ଲା ଗୁଡଗାଁ ରୁ ବରାହ ମୁଣ୍ଡା ଯିବା ରାସ୍ତାରେ ୩୦ ଗୋଟି ଗଛ କିଛି ଦୁବୃର୍ତ୍ତ କାଟି ଦେଇଛନ୍ତି ଯାହାର ବିରୋଧ କରି ଗୁଡଗାଁ ଗ୍ରାମବାସୀ ବନାଧିକାରୀ ଙ୍କୁ ଜଣେଇବା ଶହ ଆକ୍ରୋଶ ପ୍ରକାଶ କରିଛନ୍ତି। ଅଭିଯୁକ୍ତକୁ ଗିରଫ ଦାବି କରିବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି।