ତାଳଚେର ସଦର: ନିଯୁକ୍ତି ଦାବିନେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦ୍ୱିତୀୟ ଦିନରେ ଶ୍ରମିକ ନେତାଙ୍କ ପ୍ରତିକ୍ରିୟା
ସ୍ଥାନୀୟ ଭିଟି ତାଲିମ ପ୍ରାପ୍ତ ବେକାର ଯୁବକ ମାନଙ୍କ କୋଇଲା ଖଣିରେ ନିଯୁକ୍ତି ନଦେବାରୁ ତାଳଚେର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଇଥିବା ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିବା ଥିବା ବେଳେ ବୁଧବାର ସକାଳ ୧୧ ଘଟିକା ସମୟରେ ଧାରଣା ସ୍ଥଳରୁ ଶ୍ରମିକ ନେତା ରଙ୍ଗାଧର ନାହାକ ଓ ଚୈତନ୍ୟ ପ୍ରଧାନଙ୍କ ପ୍ରତିକ୍ରିୟା ।