ତାଲୁକା ଆଇନ ସେବା କମିଟି ପକ୍ଷରୁ ଛତ୍ରପୁର ଉପକାରାଗାର ପରିସର ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ଅପରାହ୍ନରେ ଏଥିରେ କମିଟି ର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରଦୀପ କୁମାର ସାମଲ ଅଧ୍ୟକ୍ଷତା କରି ନିଶା କୁ ବ୍ୟବହାର ନ କରିବା ଏବଂ ଆଇନର ବିଭିନ୍ନ ସହାୟତା ସମ୍ପର୍କ ରେ କଏଦୀ ମାନଙ୍କୁ ସଚେତନତା କରାଇଥିଲେ।