ଉମରକୋଟ: ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଉମରକୋଟ ରେ ଅନୁଷ୍ଠିତ
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୫ ପଂଚାୟତ ସମିତି ଉମରକୋଟ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଅଛି। ଏହି ଶିବିର ରେ ନୂତନ ଯୋଗ୍ୟ ହିତାଧିକାରୀ ମାନଙ୍କର ନାମ ପଞ୍ଜିକରଣ ଏବଂ ତ୍ରୁଟି ଥିବା ହିତାଧିକାରୀ ମାନଙ୍କର ନାମ ସଂଶୋଧନ କରାଯାଇଥିଲା। ସମୁଦାୟ ୩୪୦ ଜଣ ହିତାଧିକାରୀ ଙ୍କର ନାମ ପଞ୍ଜିକରଣ ହୋଇଥିଲା ତନ୍ମଧ୍ୟରୁ ୨୬୮ ଜଣ ଙ୍କର certificate generate ହୋଇଅଛି। ସମସ୍ତ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଏହି ଯୋଜନାରେ ଜଡିତ ହୋଇ ସମସ୍ତ ସୁବିଧା ସୁଯୋଗ ପ୍ରାପ୍ତ କରିବା ଏହି ଶିବିର ର ମୂଳ ଲକ୍ଷ। ଏହି କାର୍ଯ୍ୟକ୍ରମ କୁ ଡ଼. ମହେଶ୍ୱର ସ୍ୱାଇଁ, ଜିଲ୍ଲାପାଳ ନବରଙ୍ଗପୁର/ DSSO,