ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୨୧ସ୍ଥିତ ଉତ୍କଳମଣି ଗୋପବନ୍ଧୁ ହୋମିଓପାଥି କଲେଜର ଛାତ୍ରଛାତ୍ରୀମାନେ ୮ ଦଫାଦାବିପୂରଣ ନ ହେବାରୁ,ବିଶ୍ରାଛକ
ପର୍ଯ୍ୟନ୍ତ ପଦଯାତ୍ରା....
ନଭେମ୍ବର ୨୭ତାରିଖ ସକାଳ୧୦ଟା ୩୦ମିନିଟରୁ ଉତ୍କଳମଣି ଗୋପବନ୍ଧୁ ହୋମିଓପାଥି କଲେଜରୁ ଛାତ୍ର ଛାତ୍ରୀମାନେ ବିଶ୍ର ଛକ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି ଏହି ପରିପେକ୍ଷୀରେ ହୋମିଓପାଥି କଲେଜର ଛାତ୍ରଛାତ୍ରୀ ମାନେ ୮ ଦଫାଦାବି ନେଇ ଦୀର୍ଘଦିନ ଧରି କଳାବ୍ୟାଚ ପିନ୍ଧି ଧାରଣାରେ ବସିବା ସତ୍ୱେ ଆଜିପର୍ଯ୍ୟନ୍ତ ପ୍ରଶାସନ ତରଫରୁ କେହି ପହଞ୍ଚିଲେ ନାହିଁ, ବର୍ତ୍ତମାନ ରାଜ୍ୟର ୮ ଦଫାଦାବି ପୂରଣ ନ ହେବା ପର୍ଯ୍ୟନ୍ତ କଲେଜରେ ତାଲା ଝୁଲିବ, ଏଣୁ ସରକାର ଅତିଶୀଘ୍ର ଦାବି ପୂରଣ ନ କଲେ, ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେଵ ସେଥିପାଇଁ ସରକାର ହିଁ ଦାୟୀ ରହିବେ