ପଞ୍ଚାୟତ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ -୨୦୨୫ ଅନୁଷ୍ଠିତ, ଏହି କାଯ୍ଯକ୍ରମ ଟି ଶନିବାର ଅପରାହ୍ନ 4ଘଣ୍ଟିକା ରେ ଅନୁଷ୍ଠିତ ହଇଇଥିବା ବେଳେ, ସୁଚନା ମୁତାବକସଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ -୨୦୨୫ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ସଭାପତିତ୍ବରେ କରାଯାଇଥିବା ବେଳେ ଦଳପଡା ପଞ୍ଚାୟତ ଅଞ୍ଚଳର ମେଡୁ , ଲମ୍ବାବାଡି, ନଗଲେଜୁ, ଦଳପଡା,ଡାଞୁ ସମେତ ବିଭିନ୍ନ ବିଦ୍ୟାଳୟରୁ ୬୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କର