କେନ୍ଦୁଝର ସହର: ସଲେଇକେନା ଗାଁରେ ହାତୀ ମୃତ୍ୟୁକୁ ନେଇ କାର୍ଯ୍ୟନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଡ଼ିଏଫଓ
Kendujhar Town, Kendujhar | Jul 19, 2025
ତେଲକୋଇ ରେଞ୍ଜ ସଲେଇକେନା ଗାଁରେ ହାତୀ ମୃତ୍ୟୁକୁ ହୋଇଥିଲା । ଏହି ଘଟଣାରେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫଓ ...