ଖଲ୍ଲିକୋଟ୍: କୁମାରୀ ଗ୍ରାମ ପୋଖରୀ ହୁଡ଼ା ନିକଟରୁ ନିଖୋଜ ଦିବ୍ୟାଙ୍ଗ ଯୁବକଙ୍କ ଗଳିତ ଶବ ଉଦ୍ଧାର, ଥାନାରେ ମାମଲା ରୁଜୁ
Khalikote, Ganjam | Aug 10, 2025
ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଆସିକା ହୁମ୍ମା ମୁଖ୍ୟରାସ୍ତା କୁମାରୀ ଗ୍ରାମ ପୋଖରୀ ହୁଡ଼ା ନିକଟରୁ ନିଖୋଜ ଥିବା ଜଣେ ଦିବ୍ୟାଙ୍ଗ ଯୁବକଙ୍କ...