ଫୁଲବାଣୀ ସହର: ବାଲିଗୁଡା ବିଜୁପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣି ସମ୍ପଦ ମେଳା 2025କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି,
ବାଲିଗୁଡା ବିଜୁପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ବ୍ଲ ସ୍ତରୀୟ ମତ୍ସ୍ୟ ଓ ପ୍ରାଣି ସମ୍ପଦ ମେଳା 2025କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି, ଏହି କାଯ୍ୟକ୍ରମ ଟି ମଙ୍ଗଳବାର ଦିନ 11ଘଣ୍ଟିକା ସମୟରେ ଆରମ୍ଭ ହଇଥିବା ବେଳେ ଦିନ 2ଘଣ୍ଟିକା ସମୟ ପଯ୍ୟନ୍ତ ଚାଲୁ ରହିଥିଲା, କଯ୍ଯକ୍ରମ ମାଧ୍ୟମରେ କିଭଳି ଭାବରେ ମାଛ ଚାଷ ଏବଂ ପ୍ରାଣ ସମ୍ପଦ ଉପରେ ସରକାର ଙ୍କ ପ୍ରଛହନ ଉପରେ ସେଚେତନ କରାଯାଇଛି, ଏହି କାଯ୍ଯକ୍ରମ ରେ ବ୍ଲକ ସ୍ତରୀୟ ଚାଷୀ ମାନେ ଉପସ୍ଥିତ ରହିଥିଲେ