ନେସନାଲ ହାରାଲ୍ଡ ମାମଲାରେ କଂଗ୍ରେସକୁ ବିଜୟ ମିଳିଛି ଏନେଇ ଆଜି ଦିନ ୩ଘଣ୍ଟାରେ କୋରାପୁଟରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ତଥା ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ। ବିଜେପି ଦେଶବାସୀଙ୍କୁ ତୁରନ୍ତ କ୍ଷମା ମାଗିବା ସହ ପ୍ରଧାନମନ୍ତ୍ରୀ ଇସ୍ତଫା ଦାବି କରିଛନ୍ତି ରାମଚନ୍ଦ୍ର କାଡାମ।