ବାଲିଗୁଡା: ମୁସୁକିଲି ଶଙ୍ଖ ନିକଟରେ କେହି ଜଣେ ଦକାନ ମାଲିକ କୁଢ କୁଢ କପଡା ଅର୍ଥାତ ପୁଅ ଏବଂ ଝିଅର ପେଣ୍ଟ ସାର୍ଟ ଫିଙ୍ଗିଥିବା ଦେଖିବାକ ଜନ ଅସନ୍ତୋଷ
ବାଲିଗୁଡା ର ମୁସୁକିଲି ଶଙ୍ଖ ନିକଟରେ କେହି ଜଣେ ଦକାନ ମାଲିକ କୁଢ କୁଢ କପଡା ଅର୍ଥାତ ପୁଅ ଏବଂ ଝିଅର ପେଣ୍ଟ ଏବଂ ସାର୍ଟ ଫିଙ୍ଗିଥିବା ଦେଖିବାକୁ ମିଳିଛି ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ବାସିନ୍ଦା ତେବେ ମଙ୍ଗଳବାର ଅପରାହ୍ନ 4ଘଣ୍ଟିକା ସମୟରେ ଏହି ଅଭିଯୋଗ ଗ୍ରାମବାସୀ କରିଥିବା ଦେଖିବାକୁ ମିଳିଛି