ବେଆଇନ ଜୁଆ ଖେଳ ବେଳେ ବ୍ରଜରାଜନଗର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଜଣେ ନାବାଳକ ସମେତ ୫ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ ବ୍ରଜରାଜନଗର ଥାନା ଅଞ୍ଚଳରେ ବେଆଇନ ଜୁଆ ଖେଳ ଚାଲିଥିବା ନେଇ ପୋଲିସ କୁ ସୂଚନା ମିଳିଥିଲା। ସୂଚନା ପାଇ ଜୁଆ ଖେଳ ଉପରେ ଚଡାଉ କରାଯାଇ ଜଣେ ନାବାଳକ ସମେତ ପାଞ୍ଚ ଜଣ ଅଭିଯୁକ୍ତ କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ବ୍ରଜରାଜନଗର ପୋଲିସ ତରଫରୁ ସନ୍ଧ୍ୟା ସାଢ଼େ ଛଅଟା ସମୟରେ ସୂଚନା ଦିଆଯାଇଛି। ଅଭିଯୁକ୍ତ ମାନଙ୍କ ନିକଟରୁ ୩୩୦୦ ନଗଦ ଟଙ୍କା, ଗୋଟିଏ ବିଡା ତାସ, ୨ ଗୋଟି ମୋବାଇଲ ଫୋନ ଜବତ କରାଯାଇ