ଜଗତସିଂହପୁର: ଜଗତସିଂହପୁର ମେଡ଼ିକାଲରେ ସ୍ୱାମୀଙ୍କ ମୃତ୍ୟ ଖବର ଶୁଣି ବିଷ ପିଇଦେଲା ସ୍ତ୍ରୀ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
Jagatsinghapur, Jagatsinghpur | Aug 16, 2025
ସ୍ଵାମୀର ମୃତ୍ୟୁ ଖବର ଶୁଣି ବିଷ ପିଇ ଦେଲା ସ୍ତ୍ରୀ ।ଜଗତସିଂହପୁର ମେଡିକାଲରେ ସ୍ଵାମୀର ମୃତଦେହ ପଡିଥିବା ବେଳେ ସ୍ତ୍ରୀ ଏବେ ଗୁରୁତର ଅବସ୍ଥାରେ...