ଫିରିଙ୍ଗିଆ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡା ପଞ୍ଚାୟତ କୁ ଭାଗ କରି ଖଜୁରି ଗାଁ କୁ ନୂତନ ପଞ୍ଚାୟତ ଗଠନ ନେଇ ମଙ୍ଗଳ ବାର ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ମଙ୍ଗଳବାର ଦିନ 11ଘଣ୍ଟିକା ରେ ଅନୁଷ୍ଠିତ ହଈଥିବା ନେଇ ସୁଚନା ମିଳିଛି ସୁଚନା ମୁତାବକ ନାଭି ଦତ୍ୟ ଦିଗାଲ ଙ୍କ ଆହ୍ବାନ କ୍ରମେ ଖଜୁରି ଗାଁ, ମଝିଶାହି, ଦାଡି ଲାଇ, ଅଦା କ ସ ଲି, ତଳସାହି, ଦୁମେଲି, ପେନପାଙ୍ଗ, କସ୍କଡି , କେଉଟ ମାରି, କୁଲି କୁଡ଼ା, ବୃଦି ଗୁଡା, ସୁଲୁମ୍ବି ଓ ବାଇଲି କିଆ ଗ୍ରାମର ଶତାଧିକ ଲୋକ ରୁଣ୍ଡ ହୋଇ ଅଂଶ ଗ୍ରହଣ କରିଥିଲେ। ଏହି ଗ୍ରାମ ମାନଙ୍କ ଠାରୁ ଗୋଛାପଡା