ଅତାବିରା: ଲୁପୁରସିଂହା ଗ୍ରାମ ପଂଚାୟତରେ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଯୋଗଦେଲେ ବିଡିଓ
ଆଜି ମଂଗଲବାର ଦିନ ଭେଡେନ ବ୍ଲକ ଅଧିନ ଲୁପୁରସିଂହା ଗ୍ରାମପଂଚାୟତରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଭେଡେନ ବିଡିଓ କର୍ଣ ସୁନା ଯୋଗଦାନ କରି ଲୋକକଂ ସମସ୍ୟା ଶୁଣିଥିଲେ |