ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ 1.30 ମିନିଟ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ଏସ ଡି ଯେ ଏମ କୋର୍ଟ ଏବଂ ସିଭିଲ ଜଜ କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏସ ଡି ଯେ ଏମ ପୁନମ ସେଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଆଦାଲତରେ 31 ମାମଲାର ସମାଧାନ ହୋଇଥିବା ବେଳେ, ସିଭିଲ ଜଜ ଅମିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ 1 ଟି ମାମଲାର ସମାଧାନ ହୋଇଥିବା ସୂଚନା ମିଳିଛି l ଆଡ଼ଭୋକେଟ ବ୍ରିଷ୍ଣୁ ଚରଣ ପଣ୍ଡା, ଯୁଧିଷ୍ଠିର ସାହୁ, ଯତୀନ ପାଣିଗ୍ରାହୀ, ଚିତ୍ତରଞ୍ଜନ ସେଠି