ବାରିପଦା ମ୍ୟୁନିସିପାଲଟି: ବାରିପଦାରେ କାର୍ଡିଓଲୋଜି ଓ ଟ୍ରମା କେୟାର୍ ବିଭାଗ ସ୍ଥାପନ ନେଇ ସୁପରିଟେଣ୍ଡେଣ୍ଡ ଙ୍କୁ ଦାବିପତ୍ର ପ୍ରଦାନ
ବାରିପଦା ସ୍ଥିତ ପି.ଆର୍.ଏମ୍. ମେଡିକାଲ କଲେଜ୍ ଓ ହସ୍ପିଟାଲରେ କାର୍ଡିଓଲୋଜି ବିଭାଗ ଓ ଟ୍ରମା କେୟାର୍ ସେଣ୍ଟର ସ୍ଥାପନ ପାଇଁ ଜୋରଦାର ଦାବି ଉଠିଛି। ଏକ ରୋଗୀ ସନ୍ତୋଷ ବିଶ୍ୱାଳଙ୍କ ଘଟଣାକୁ ଆଧାର କରି ଏହି ଦାବିକୁ ସ୍ଥାନୀୟ ଲୋକମାନେ ଓ ରୋଗୀଙ୍କ ପରିବାର ଲୋକେ କରିଛନ୍ତି।