ରେଢାଖୋଲ: ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଶ୍ୱ ଓଜନ ଦିବସ ପାଳିତ
ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ବିଭିନ୍ନ ସ୍ଥାନରେ ବିଶ୍ୱ ଓଜନ ଦିବସ ପାଳିତସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସକାଳେ ବିଶ୍ବ ଓଜନ ଦିବସ ପାଳିତ ହୋଇଯାଇଛି । ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ , ମାନେଶ୍ୱର ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ପାଞ୍ଚଫୁଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ମା ଝାଡେଶ୍ବରୀ ଡିଗ୍ରୀ ମହାବିଦ୍ୟାଳୟ ଧମା ଠାରେ ପାଳନ କରାଯାଇଛି । ଧମା ଠାରେ ଅଧ୍ୟକ୍ଷ ଅନିଲ ପ୍ରଧାନ , ପାଞ୍ଚଫୁଟ ସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଶୁଶିଲ କୁମାର ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଥିଲା ।