କୋରାପୁଟ ସହର: କୋରାପୁଟ ବିଧାୟକ ନିଜକୁ ଜଗନ୍ନାଥଙ୍କ ସହ ତୁଳନା କଲେ...ତେଜିଲା କୋରାପୁଟ ରାଜନୀତି । ପ୍ରତିକ୍ରିୟା ରଖିଲେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି
କୋରାପୁଟ.. କୋରାପୁଟ ର ବିଧାୟକ ନିଜକୁ ଜଗନ୍ନାଥଙ୍କ ସହ ତୁଳନା କଲେ...ତେଜିଲା କୋରାପୁଟ ରାଜନୀତି। ଆଜି ଦିନ ବାର୍ କୋରାପୁଟ ରାଜନୀତି ଭି ଏବେ ସରଗରମ ହୋଇଚି। କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁ ରୁକ୍ କହିଛନ୍ତି ସାଢେ଼ ଚାରି କୋଟି ଲୋକ ନକର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଜଗନ୍ନାଥ। ତ୍ କୋରାପୁଟ ବିଧାୟକ କେମିତି ନିଜକୁ ଜଗନ୍ନାଥଙ୍କ ଙ୍କ ସହ ତୁଳନା କଲେ ଏବଂ ନିଜ ଦଳର ଦୁଇ ନେତା ଙ୍କୁ ବଳଭଦ୍ର ଓ ସୁଭଦ୍ରା ଙ୍କ ସହ ତୁଳନା କଲେ । ନିଶ୍ଚିତ ଭାବେ ସନାତନ ଧର୍ମକୁ କୁଠାରଘାତ କରିଛି। ତେଣୁ ସେ ନିଜେ ଏବଂ ନିଜ ଦଳର ଦୁଇ ନେତା ଜଗନ୍ନାଥଙ୍କ ପାଖ କୁ ଯାଇ କ୍ଷମା ମାଗନ୍ତୁ।